Meaning : ଯେଉଁଥିରେ ଚେତନ ବା ଜୀବନ ନାହିଁ
Example :
ମୋହନ ଜଡ଼ ପଦାର୍ଥର ଅଧ୍ୟୟନ କରୁଛି
Synonyms : ଅଚେତନ, ଅଚୈତନ୍ୟ, ଚେତନା ରହିତ, ଜଡ଼
Translation in other languages :
Meaning : ପଞ୍ଚଭୂତ ସହିତ ସମ୍ପର୍କ ରଖିବାବ୍ୟକ୍ତି
Example :
ଏହି ଶରୀରର ନିର୍ମାଣ ପଞ୍ଚଭୌତିକ ତତ୍ତ୍ୱରେ ହୋଇଛି
Synonyms : ଅଧିଭୌତିକ, ପଞ୍ଚତତ୍ତ୍ୱୀୟ, ପଞ୍ଚଭୂତୀୟ, ପଞ୍ଚଭୌତିକ
Translation in other languages :