Meaning : ଖାଦ୍ୟ ଖାଇବା କ୍ରିୟା
Example :
ଭୋଜନ ପରେ ସେ ବିଶ୍ରାମ କରିବାକୁ ଗଲେ
Synonyms : ଅନ୍ନ ଗ୍ରହଣ, ଆହାର, ଖାଦ୍ୟଗ୍ରହଣ
Translation in other languages :
Meaning : ଦିନରେ ପ୍ରାୟତଃ ଦୁଇଥର ନିର୍ଦିଷ୍ଟ ସମୟରେ ନିଆଯାଉଥିବା ପୂର୍ଣ୍ଣାହାର
Example :
ସେ ଠାକୁରଙ୍କୁ ଭୋଗ ଲଗାଇବାପରେ ଭୋଜନ ଗ୍ରହଣ କରନ୍ତି ଖାଦ୍ୟ ପ୍ରସ୍ତୁତ
Translation in other languages :
Meaning : ଖାଇବା ପିଇବା ଜିନିଷ ବା କୌଣସି ଅନ୍ୟ ବସ୍ତୁକୁ ଉପଯୋଗୀ କରିବା କ୍ରିୟା
Example :
ଅଧିକ ରକ୍ତଚାପରେ ପୀଡ଼ିତ ବ୍ୟକ୍ତିକୁ ନିୟମିତ ଭାବରେ ଔଷଧ ସେବନ କରିବା ଉଚିତ
Synonyms : ଉପଭୋଗ, ଖାଇବା, ଗ୍ରହଣ କରିବା, ସେବନ
Translation in other languages :
The act of using.
He warned against the use of narcotic drugs.Meaning : ମାଂସାହାରୀ ଜୀବଜନ୍ତୁମାନଙ୍କ ଦ୍ବାରା ଭକ୍ଷଣ କରା ଯାଉଥିବା କୀଟ,ପଶୁ,ପକ୍ଷୀ ଆଦି
Example :
ଝିଟିପିଟି ନିଜ ଶିକାରକୁ ନିଜ ଜିଭରେ ଝାମ୍ପି ନେଲା
Synonyms : ଆହାର, ଭକ୍ଷ ପଦାର୍ଥ, ଶିକାର
Translation in other languages :
मांसाहारी जीव-जन्तुओं द्वारा भक्षण किया जाने वाले कीट, पशु, पक्षी आदि।
छिपकली ने शिकार को अपनी जीभ से लपक लिया।The usual food and drink consumed by an organism (person or animal).
diet