Meaning : ସଂସ୍କୃତରେ ଜଣେ ବହୁତ ବଡ଼ କବିଥିବା ମାଳବର ଜଣେ ପ୍ରସିଦ୍ଧ ପରମାର ରାଜା
Example :
ଭୋଜ ରାଜା କବିମାନଙ୍କର ବହୁତ ସମ୍ମାନ କରୁଥିଲେ
Translation in other languages :
Meaning : ବସୁଦେବଙ୍କର ଜଣେ ପୁତ୍ର
Example :
ଭୋଜଙ୍କର ବର୍ଣ୍ଣନା ପୁରାଣରୁ ମିଳେ
Translation in other languages :
An imaginary being of myth or fable.
mythical beingMeaning : ଯଅ ଏବଂ ଭାଙ୍ଗରୁ ତିଆରି ହେଉଥିବା ଏକ ପ୍ରକାରର ମଦ
Example :
ସେ ଭୋଜ ପିଉଛି
Translation in other languages :
Meaning : କୃଷ୍ଣଙ୍କର ଜଣେ ବାଲ୍ୟ ସଖା
Example :
ଭୋଜଙ୍କର ବର୍ଣ୍ଣନା ପୁରାଣରୁ ମିଳେ
Translation in other languages :
An imaginary being of myth or fable.
mythical being