Subscribe
URL of the page has been copied to clipboard.
Meaning : ଦୁର୍ଗାଙ୍କର ଗୋଟିଏ ରୂପ
Example : ଦୁଷ୍ଟମାନଙ୍କୁ ହତ୍ୟା କରିବାପାଇଁ ମା ଦୁର୍ଗା ଭୈରବୀ ରୂପ ଧାରଣ କରିଥିଲେ
Synonyms : ମା ଭୈରବୀ
Translation in other languages :हिन्दी
दुर्गा का एक रूप।
Meaning : ସକାଳେ ଗାନ କରାଯାଉଥିବା ଏକ ରାଗିଣୀ
Example : ସେ ଭୈରବୀ ଗାଉଛି
Translation in other languages :हिन्दी English
सवेरे गाई जानेवाली एक रागिनी।
Any of various fixed orders of the various diatonic notes within an octave.
Meaning : ଭୈରବ ସମ୍ବନ୍ଧୀୟ
Example : ସେ ଭୈରବୀ କଷ୍ଟରୁ ମୁକ୍ତି ପାଇବାପାଇଁ ଭୈରବ ଆରାଧନା କରୁଛି
भैरव-संबंधी।
Install App