Meaning : ଯେ କୌଣସି ଗୁହା, ଘରଆଦିରେ ଲୁଚିକରି ଥାଏ ବା ବାହରକୁ ଆସେନାହିଁ
Example :
କେତେକ ଅପରାଧୀ ପୋଲିସ୍ଠାରୁ ବଞ୍ଚିବାପାଇଁ ମାଟିତଳ ହୋଇଯାନ୍ତି
Synonyms : ଅଣ୍ଡରଗ୍ରାଉଣ୍ଡ, ମାଟିତଳ
Translation in other languages :
Under the level of the ground.
Belowground storage areas.Meaning : ଜମିର ତଳ
Example :
ବର୍ଷା କମ ହେବା କାରଣରୁ ଭୂମିଗତ ଜଳସ୍ତର ବି କମ୍ ହେଉଅଛି
Synonyms : ମାଟିଭିତର
Translation in other languages :
Under the level of the ground.
Belowground storage areas.