Meaning : ଭୁତପ୍ରେତ ଆଦି ପ୍ରଭାବରୁ ହେଉଥିବା ଶାରିରୀକ କଷ୍ଟ
Example :
ପ୍ରେତବାଧା ଦୂର କରିବା ପାଇଁ ଗୁଣିଆକୁ ଡକାଗଲା
Synonyms : ପ୍ରେତବାଧା, ଭୂତପ୍ରେତବାଧା
Translation in other languages :
भूत-प्रेत आदि के कारण होने वाला शारीरिक कष्ट।
प्रेतबाधा दूर करने के लिए ओझाजी को बुलाया गया।Meaning : ଭୂତପ୍ରେତଆଦିଙ୍କ କାରଣରୁ ହେଉଥିବା ଶାରୀରିକ କଷ୍ଟ
Example :
ନିଜ ଘରୁ ଭୂତବାଧା ଦୂର କରିବାପାଇଁ ଶ୍ୟାମ ଜଣେ ତାନ୍ତ୍ରିକକୁ ଡାକିଲା
Translation in other languages :