Meaning : ଜଗତର ମୂଳ କାରଣ
Example :
ସାଂଖ୍ୟ ଦର୍ଶନ ଅନୁସାରେ ତତ୍ତ୍ୱର ସଂଖ୍ୟା ପଚିଶି ବୋଲି କୁହାଯାଇଛି
Synonyms : ତତ୍ତ୍ୱ, ମୂଳ ଦ୍ରବ୍ୟ, ସତ୍ତ୍ୱ
Translation in other languages :
Meaning : ଅଶ୍ବ୍ଥ ଗଛ ଆଦିରେ ରହୁଥିବା ଗୋଟିଏ ପ୍ରକାରର ଭୂତ
Example :
ଏହି ଅଶ୍ବଥ ବୃକ୍ଷରେ ଗୋଟିଏ ଭୂତ ରହୁଅଛି ବୋଲି ଗ୍ରାମବାସୀ କୁହନ୍ତି
Translation in other languages :
एक प्रकार का भूत जो पेड़ विशेषकर पीपल आदि पर रहता है।
गाँववाले बताते हैं कि इस पीपल पर एक रुखचढ़वा रहता है।