Meaning : ଆମେ ପ୍ରାଣୀମାନେ ରହୁଥିବା ଜଗତ
Example :
ସଂସାରରେ ଯେ ବି ଜନ୍ମ ହୁଏ, ତାକୁ ମରିବାକୁ ହୁଏ
Synonyms : ଅଧିଲୋକ, ଇହଲୋକ, ଜଗତ, ଜୀବଲୋକ, ଦୁନିଆ, ଦୁନିଆଁ, ପୃଥିବୀଲୋକ, ପୃଥ୍ୱୀଲୋକ, ବିଶ୍ୱ, ଭୂଲୋକ, ମନୁଷ୍ୟଲୋକ, ମରଲୋକ, ମର୍ତ୍ତ୍ୟଲୋକ, ମୃତ୍ୟୁଲୋକ, ସଂସାର, ସୃଷ୍ଟି
Translation in other languages :
वह लोक जिसमें हम प्राणी रहते हैं।
संसार में जो भी पैदा हुआ है, उसे मरना है।Meaning : ପୃଥିବୀର ତଳେ-ଉପରେ କିଛି କଳ୍ପିତ ସ୍ଥାନ ପୁରାଣ ଅନୁସାରେ ଯାହାର ସଂଖ୍ୟା ଚଉଦ
Example :
ଧର୍ମଗ୍ରନ୍ଥ ଅନୁସାରେ ଉପରେ ସାତ ଓ ତଳେ ସାତ ଲୋକ ଅଛି
Synonyms : ଲୋକ
Translation in other languages :
A place that exists only in imagination. A place said to exist in fictional or religious writings.
fictitious place, imaginary place, mythical place