Subscribe
URL of the page has been copied to clipboard.
Meaning : ଏକ ପ୍ରକାରର ଛୋଟ ବର୍ଚ୍ଛା
Example : ଶିକାରୀ ଭୁଜାଲିରେ ବାର୍ହା ଉପରେ ଆକ୍ରମଣ କଲା
Translation in other languages :हिन्दी
एक प्रकार की बरछी।
Meaning : ଛୁରୀ ଭଳି ଏକ ହତିଆର ଯାହାର ଅଗ ଆଗ ଆଡକୁ ବଙ୍କା ହୋଇ ରହିଥାଏ
Example : ମନୋହର ଭୁଜାଲିରେ ସାପକୁ ଦୁଇ ଖଣ୍ଡ କରିଦେଲା
कटारी की तरह का एक हथियार जिसकी नोक आगे की ओर झुकी होती है।
Install App