Meaning : ବାହୁ ବା ଶରୀରର ବଳ ଯାହାଦ୍ୱାରା ମଣିଷ କୈଣସି ବଡ଼ କାମ କରିପାରେ
Example :
ଭରତର ବାହୁବଳ ବିଷୟରେ କେହି ଅନୁମାନ କରି ନ ଥିଲେ
Synonyms : ପରାକ୍ରମ, ବାହୁବଳ, ଶକ୍ତି
Translation in other languages :
बाहुओं या शरीर का वह बल जिससे मनुष्य कोई बड़ा काम करता है।
भरत के बाहुबल का अंदाजा किसी को नहीं था।