Meaning : ସ୍ତ୍ରୀମାନେ ରହୁଥିବା ଘରର ସେହି ଭିତର ଭାଗ
Example :
ଚାକରାଣୀ ଅନ୍ତଃପୁର ସଫାକରୁଛି
Synonyms : ଅନ୍ତଃପୁର, ଅନ୍ଦର ମହଲ, ଅବରୋଧ, ଭିତର ଆଡ଼, ଭିତର ସାଲା, ଭିତରପୁର, ଭିତିରି ଖଞ୍ଜା, ହାରେମ୍
Translation in other languages :
घर का वह भीतरी भाग जिसमें स्त्रियाँ रहती हैं।
नौकरानी जनानखाने की सफाई कर रही है।