Subscribe
URL of the page has been copied to clipboard.
Meaning : କୌଣସି ଏକ ନିର୍ଦ୍ଦିଷ୍ଟ ସମୟରୁ ଅନ୍ୟ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେଥିବା କାଳ ବା ସମୟ
Example : ଆମକୁ ଚାରି ଘଣ୍ଟା ଭିତରେ ଏହି କାମ ପୂରା କରିବାକୁ ହେବ
Synonyms : ଅବଧି, ମିଆଦ, ସୀମା
Translation in other languages :हिन्दी English
किसी एक नियत समय से दूसरे नियत समय तक के बीच का काल।
An amount of time.
Meaning : କୌଣସି ବସ୍ତୁର ତଳେ
Example : ତଳେ ସ୍ୱେଟର ପିନ୍ଧିଲାପରେ ମଧ୍ୟ କୋଟ ଢିଲା ଦିଶିଲା
Synonyms : ତଳେ
Translation in other languages :हिन्दी
किसी वस्तु आदि के नीचे।
Meaning : କୌଣସି ନିଶ୍ଚିତ ସମୟ, ସ୍ଥାନ, ସୀମାଆଦି ଭିତରେ
Example : ମୁଁ ଦୁଇ ଘଣ୍ଟା ମଧ୍ୟରେ ଆସିଯିବି
Synonyms : ମଧ୍ୟରେ
Install App