Meaning : ଭିକ ମାଗି ଜୀବିକା ନିର୍ବାହ କରିବା ପ୍ରକ୍ରିୟା
Example :
ସେ ଭିକ୍ଷାବୃତ୍ତିଦ୍ୱାରା ତା ପରିବାର ପାଳନପୋଷଣ କରେ
Translation in other languages :
भीख माँगकर जीविका चलाने की क्रिया।
वह भिक्षावृत्ति द्वारा अपने परिवार का पालन-पोषण करता है।Meaning : ବିନତିପୂର୍ବକ କିଛି ମାଗିବାର ପ୍ରକ୍ରିୟା
Example :
ଏଠାରେ ଭିକ୍ଷାବୃତ୍ତି କେତେକ ଲୋକଙ୍କର ପେଶା ହୋଇଯାଇଛି
Synonyms : ଭିକମଗା
Translation in other languages :
A solicitation for money or food (especially in the street by an apparently penniless person).
beggary, begging, mendicancy