Subscribe
URL of the page has been copied to clipboard.
Meaning : ଯେ ଭିକ ମାଗେ
Example : ଭିକାରୀ ଗାଇ ଗାଇ ଭିକ ମାଗୁଥିଲା
Synonyms : ଭିକ୍ଷୁ, ଭିକ୍ଷୁକ, ମାଗେତା
Translation in other languages :हिन्दी English
वह जो भीख माँगता हो।
A pauper who lives by begging.
Meaning : ଗରୀବ ଲୋକ
Example : ଭିକାରୀ ମଧ୍ୟ ପରିଶ୍ରମ କରି ଧନୀ ହୋଇପାରିବ
Synonyms : ଭିକ୍ଷୁକ
Translation in other languages :हिन्दी
गरीब आदमी।
Install App