Meaning : ଗୋଟିଏ ଭାଷାରେ ଲେଖା ହୋଇଥିବା ବିଷୟ ବା କୁହାଯାଉଥିବା କଥାକୁ ଅନ୍ୟ ଭାଷାରେ ଲେଖିବା ବା କହିବା କାର୍ଯ୍ୟ
Example :
ଅଧିକାଂଶ ଭାଷାରେ ରାମାୟଣର ଅନୁବାଦ ହୋଇଛି
Synonyms : ଅନୁବାଦ
Translation in other languages :
Meaning : ଅନୁବାଦିତ ରଚନା
Example :
ଏହି ଅନୁବାଦରେ ବହୁତ ଗୁଡ଼ିଏ ଭୁଲ ରହିଛି
Translation in other languages :
A written communication in a second language having the same meaning as the written communication in a first language.
interlingual rendition, rendering, translation, version