Meaning : ମଙ୍ଗଳ କାର୍ଯ୍ୟ ବା ବୋହୂ ଆଦି ଘରକୁ ଆସିବା ଅବସରରେ ଯେଉଁ ମିଠେଇ, ଫଳ ଆଦି ବନ୍ଧୁବାନ୍ଧବଙ୍କ ଘରକୁ ପଠାଯାଏ
Example :
ବାରିକାଣୀ ଘରଘର ବୁଲି ଭାର ବାଣ୍ଟୁଛି
Translation in other languages :
Meaning : କୌଣସି କାମ, ବିଷୟ ବା କଥାପାଇଁ ନିଆଯାଇଥିବା ଭାର
Example :
ଏହି କାମ କରିବାପାଇଁ କିଏ ଦାୟିତ୍ୱ ନେବ?
Translation in other languages :
किसी कार्य, विषय या बात का लिया जाने वाला भार।
इस काम को करने की जिम्मेदारी कौन लेगा?Meaning : କାହାରି ରକ୍ଷଣାବେକ୍ଷଣରେ ରହିବା ତଥା ତାଙ୍କପାଇଁ ଉପଯୋଗୀ ନହେବାର ଅବସ୍ଥା
Example :
କର୍ମହୀନ ବ୍ୟକ୍ତି ପୃଥିବୀପାଇଁ ଭାର ହୋଇଥାଏ
Synonyms : ବୋଝ
Translation in other languages :
An onerous or difficult concern.
The burden of responsibility.Meaning : କୌଣସି କାର୍ଯ୍ୟ, ବ୍ୟବସ୍ଥା ଆଦିର ପ୍ରବନ୍ଧ ଏବଂ ଏହାର ସଂଚାଳନ କରିବା ପ୍ରକ୍ରିୟା
Example :
ଝାନସୀ ରାଜାଙ୍କ ମୃତ୍ୟୁପରେ ରାଣୀ ଲକ୍ଷ୍ମୀବାଈ ରାଜ୍ୟର ଶାସନ ବ୍ୟବସ୍ଥା ନିଜହାତକୁ ନେଲେ
Synonyms : ଦାୟିତ୍ୱ, ପରିଚାଳନା କାର୍ଯ୍ୟ, ଶାସନ ବ୍ୟବସ୍ଥା
Translation in other languages :
Meaning : ଭାର ବୋହିବାର ଏକ ରୀତି ଯେଉଁଥିରେ ଗୋଟିଏ ବାଡ଼ିର ଦୁଇ ପଟେ ଶିକା ଝୁଲିଥାଏ
Example :
ଶ୍ରବଣ କୁମାର ତାଙ୍କ ଅନ୍ଧ ମାତାପିତାଙ୍କୁ ଭାରରେ ବସାଇ ତୀର୍ଥଯାତ୍ରା କରାଇଥିଲେ
Synonyms : ବାହୁଙ୍ଗି
Translation in other languages :
Support consisting of a wooden frame across the shoulders that enables a person to carry buckets hanging from each end.
yoke