Meaning : କୌଣସି ମାଧ୍ୟମରେ ନିଜ ଭାବ ପ୍ରକଟ କରିବା
Example :
ସେ ନିଜ କବିତା ମାଧ୍ୟମରେ ଭାବ ବ୍ୟକ୍ତି କରେ
Synonyms : ଭାବବ୍ୟକ୍ତକରିବା
Translation in other languages :
किसी माध्यम से अपना भाव प्रकट करना।
वह अपनी कविता के माध्यम से भावाभिव्यक्ति करता है।