Meaning : ଶରୀରର ଯେଉଁ ସ୍ଥିତିରୁ ଚିତ୍ତର ଭାବ ପ୍ରକଟ ହୁଏ
Example :
ସହଯାତ୍ରୀଙ୍କ ହାବଭାବ ଦେଖି ଆମେ ସତର୍କ ହୋଇଗଲୁ
Synonyms : ହାବଭାବ
Translation in other languages :
Meaning : ଏହି ଜ୍ଞାନ ଯାହା କୌଣସି କାମ ବା ପ୍ରୟୋଗରେ ପ୍ରାପ୍ତ ହୋଇଥାଏ
Example :
ଏହି କାମ ବିଷୟରେ ତା’ର ଅନୁଭବ ଅଛି
Translation in other languages :
The accumulation of knowledge or skill that results from direct participation in events or activities.
A man of experience.Meaning : ଯେଉଁଥିରେ ହେବାର କ୍ରିୟା ନିହିତ
Example :
ସୁନ୍ଦରତାରେ ସୁନ୍ଦର ହେବାର ଭାବ ରହିଛି
Translation in other languages :
Meaning : ସେହି ଅଭିପ୍ରାୟ ବା ଉଦ୍ଦେଶ୍ୟ ଯାହା କୌଣସି ଶବ୍ଦ,ପଦ ବା ବାକ୍ୟଆଦିରୁ ବାହାରେ ଏବଂ ଯାହାକୁ ବୁଝାଇବପାଇଁ ସେ ଶବ୍ଦ ବା ପଦ ଲୋକରେ ପ୍ରଚଳିତ ହୁଏ
Example :
ବେଳେବେଳେ ସୁରଦାଶଙ୍କ ପଦର ଅର୍ଥ ବାହାର କରିବା କଷ୍ଟକର ହୋଇଥାଏ
Synonyms : ଅଭିପ୍ରାୟ, ଅର୍ଥ, ତାତ୍ପର୍ଯ୍ୟ, ମାନେ
Translation in other languages :
Meaning : ନାୟିକାର ସ୍ବାଭାବିକ ଚେଷ୍ଟା ଯାହା ସଂଭୋଗ ସମୟରେ ପୁରୁଷକୁ ଆକର୍ଷିତ କରିଥାଏ
Example :
ସାହିତ୍ୟରେ ଏଗାରଟି ଭାବ ଥିବା ଗୃହୀତ
Translation in other languages :
संयोग के समय नायिका की स्वाभाविक चेष्टाएँ जो पुरुष को आकर्षित करती हैं।
साहित्य में ग्यारह हाव गिनाए गए हैं।