Meaning : ଦୁଇ ବା ଦୁଇରୁ ଅଧିକ ଲୋକଙ୍କ ଭାଗୀଦାର ହେବାର ଅବସ୍ଥା ବା ଭାବ
Example :
ନରେଶ ଓ ମହେଶ ଭାଗୀଦାରୀରେ ନୂଆ ବ୍ୟବସାୟ ଆରମ୍ଭ କଲେ
Translation in other languages :
A contract between two or more persons who agree to pool talent and money and share profits or losses.
partnership