Meaning : ନିଶ୍ଚିତ ବା ସ୍ଥିର କରାଯାଇଥିବା ମୂଲ୍ୟରେ ଯେଉଁ ଜିନିଷ ବିକ୍ରି କରାଯାଏ
Example :
ଆଜିକାଲି ଆଳୁ ଦର ବହୁତ ବିଢ଼ିଯାଇଛି
Synonyms : ଦର, ଦାମ, ବାଣ, ମୂଲ୍ୟ
Translation in other languages :
Amount of a charge or payment relative to some basis.
A 10-minute phone call at that rate would cost $5.Meaning : କୌଣସି ବସ୍ତୁ କିଣାବିକା ବେଳେ ତା’ ବଦଳରେ ଦିଆଯାଉଥିବା ଧନ
Example :
ଏହି କାର୍ର ଦାମ୍ କେତେ ?
Synonyms : ଦର, ଦାମ୍, ବାଣ, ମୂଲ୍, ମୂଲ୍ୟ
Translation in other languages :
The property of having material worth (often indicated by the amount of money something would bring if sold).
The fluctuating monetary value of gold and silver.