Meaning : ଭାଇ ସମାନ ପରମ ପ୍ରିୟ ହେବାର ଅବସ୍ଥା ବା ଭାବ
Example :
ଭରତ ଭାତୃତ୍ୱ ନିର୍ବାହ କରିବାପାଇଁ ଅଯୋଧ୍ୟା ରାଜ ସିଂହାସନରେ ରାମଙ୍କ ଚରଣପାଦୁକା ସ୍ଥାପନ କଲେ
Synonyms : ଭାତୃ ଭକ୍ତି, ଭାତୃତ୍ୱ
Translation in other languages :
The feeling that men should treat one another like brothers.
brotherhood