Meaning : ଆନନ୍ଦ ଦେଲାବାଲା ସମ୍ବନ୍ଧ
Example :
ଏହି ଦୃଶ୍ୟ ମୋତେ ଖୁସି ଲାଗୁଛି
Synonyms : ଖୁସି ଲାଗିବା, ସୁଖ ଲାଗିବା
Translation in other languages :
Meaning : ରୁଚିର ଅନୁକୂଳ ହେବା
Example :
ଆପଣଙ୍କୁ ସବୁ ଜିନିଷ ପସନ୍ଦ ଆସିବ ବୋଲି କିଛି ମାନେନାହିଁ ମୋତେ ଏହି କାମ ପୋଷାଉନାହିଁ
Synonyms : ପସନ୍ଦ ଆସିବା, ପୋଷେଇବା
Translation in other languages :
Meaning : ସୁନ୍ଦର ବା ଭଲ ଲାଗିବା
Example :
ଏହି ପୋଷାକ ଆପଣଙ୍କୁ ମାନୁଛି
Synonyms : ମାନିବା, ଶୋଭିତ ହେବା
Translation in other languages :
सुंदर या अच्छा लगना।
यह पोशाक आप पर खिल रही है।