Meaning : କୌଣସି ସ୍ଥାନରେ ବା ବସ୍ତୁ ଆଦିରେ ରଖା ହୋଇଥିବା ପଦାର୍ଥ ଆଦିକୁ ଅନ୍ୟ ଜାଗାରେ ବା ବସ୍ତୁ ଆଦିରେ ରଖିବା
Example :
ଏହି ଗରାର ପାଣିକୁ ଅନ୍ୟ ଗରାରେ ଢାଳିଦିଅ
Translation in other languages :
Meaning : କାମରେ ଲଗେଇବା
Example :
ଏହି କାମପାଇଁ ସେ ସାତଜଣ ଲୋକଙ୍କୁ ନିଯୁକ୍ତି ଦେଲା
Synonyms : କାମ ଦେବା, ଚାକିରି ଦେବା, ନିଯୁକ୍ତ କରିବା, ନିଯୁକ୍ତି ଦେବା, ରଖିବା
Translation in other languages :
काम पर लगाना।
इस काम के लिए उसने सात आदमियों को नियुक्त किया।Meaning : କୌଣସି ବସ୍ତୁକୁ କୌଣସି ଅନ୍ୟ ଏକ ବସ୍ତୁ ଭିତରେ ଢାଳିବା
Example :
ସୀମା ଅଟାକୁ ଡବାରେ ଦାବିଦାବି କରି ଭର୍ତ୍ତି କରୁଛି
Synonyms : ପୂରାଇବା
Translation in other languages :