Meaning : ପୂରାପୂରି ଭରିଥିବା
Example :
ସେ ମୋ ହାତରେ ଦୁଧରେ ଭର୍ତ୍ତି ଗ୍ଲାସ୍ ଧରେଇଦେଲା
Translation in other languages :
Containing as much or as many as is possible or normal.
A full glass.Meaning : ଯେତେ ଅଧିକରୁ ଅଧିକ ଭର୍ତ୍ତିକରା ଯାଇପାରେ ସେତିକି ଧରିବା
Example :
ପୋଖରୀ ପାଣିରେ ଭର୍ତ୍ତି ହୋଇଛି
Synonyms : ପୂର୍ଣ୍ଣ
Translation in other languages :