Meaning : ଖାଲ ଆଦିକୁ ଭରାଇ ସମତୁଲ କରାଇବା
Example :
ଲାଗୁଛି ମୋତେ ହିଁ ଏହି ଖାଲ ଭରାଇବାକୁ ପଡ଼ିବ
Synonyms : ପୂର୍ଣ୍ଣକରାଇବା, ସମତୁଲ କରାଇବା
Translation in other languages :
Meaning : କାହାକୁ ଭରିବା ପାଇଁ ପ୍ରବୃତ୍ତ କରିବା
Example :
ଗ୍ରନ୍ଥାଳୟର ପୁସ୍ତକ ଠିକ ସମୟରେ ନ ଫେରେଇବାରୁ ଗ୍ରନ୍ଥାକାରିକ ପଚାଶ ଟଙ୍କା ଜୋରିମାନା ଭରାଇଲେ
Translation in other languages :
Bear (a cost or penalty), in recompense for some action.
You'll pay for this!.