Meaning : ଯାହା ପୂରାପୂରି ପୂର୍ଣ୍ଣ ବା ଭରାହୋଇଛି କିମ୍ବା ଯେଉଁଥିରେ କିଛି କମ୍ ନାହିଁ
Example :
ଲାଲାଜୀଙ୍କ ଘର ଧନଧାନ୍ୟରେ ପୂର୍ଣ୍ଣ ସେଠଜୀଙ୍କ ଜନ୍ମ ଧନ-ଧାନ୍ୟ ପରିପୂର୍ଣ୍ଣ ଘରେ ହୋଇଥିଲା
Synonyms : ପରିପୂରିତ, ପରିପୂର୍ଣ୍ଣ, ପୂର୍ଣ୍ଣ, ଭରା
Translation in other languages :
Completed to perfection.
fulfilledMeaning : ପୂରାପୂରି ଭରିଥିବା
Example :
ସେ ମୋ ହାତରେ ଦୁଧରେ ଭର୍ତ୍ତି ଗ୍ଲାସ୍ ଧରେଇଦେଲା
Translation in other languages :
Containing as much or as many as is possible or normal.
A full glass.