Subscribe
URL of the page has been copied to clipboard.
Meaning : ମାଲ୍ବୁହା ଜଳଯାନ
Example : ମାଲବୁହା ଭରତିରେ ମାଲ ଲଦା ହେଉଛି
Synonyms : ମାଲବୁହା ଡଙ୍ଗା, ମାଲବୁହା ନୌକା
Translation in other languages :हिन्दी
माल वाहक जलयान।
Meaning : ମାଲ୍ବୁହା ଜଳଯାନରେ ଲଦାଯାଉଥିବା ମାଲ୍
Example : ଭରତୀକୁ ଜାହାଜରୁ କାଢି ଟ୍ରକରେ ଲଦା ଯାଉଛି
Synonyms : ଭର୍ତ୍ତୀ
मालवाहक जलयान में लादा जाने वाला माल।
Install App