Meaning : ପୁନଃ ଭରିବାର କାର୍ଯ୍ୟ
Example :
ପ୍ରକୃତିର କ୍ଷତିକୁ କିଏବା ପ୍ରତିପୂରଣ କରିପାରିବ
Synonyms : ପତିପୂର୍ତ୍ତି, ପ୍ରତିପୂରଣ
Translation in other languages :
Meaning : କୌଣସି କାରଣରୁ ହୋଇଥିବା ଅଭାବକୁ ପୂରଣ କରିବାର ପ୍ରକ୍ରିୟା
Example :
ଏହି କ୍ଷତିର ଭରଣା ଆମେ କରିବୁ
Synonyms : କ୍ଷତିପୂରଣ
Translation in other languages :