Meaning : ଆଗତ ସମୟ ବା କାଳ
Example :
ଭବିଷ୍ୟତରେ କ’ଣ ହେବ କେହି ଜାଣେ ନାହିଁ ଆସନ୍ତା କାଲିକୁ କିଏ ଦେଖିଛି
Synonyms : ଆଗତକାଳ, ଆଗାମୀସମୟ, ଆସନ୍ତାକାଲି, ଉତ୍ତରକାଳ, ଭବିଷ୍ୟ, ଭବିଷ୍ୟତ, ଭାବିସମୟ
Translation in other languages :
आने वाला काल या समय।
भविष्य में क्या होगा कोई नहीं जानता।