Meaning : ବିଷ୍ଣୁଙ୍କର ଜଣେ ଦ୍ବାରପାଳ
Example :
ଭଦ୍ରଙ୍କର ବର୍ଣ୍ଣନା ପୁରାଣରେ ମିଳେ
Translation in other languages :
An imaginary being of myth or fable.
mythical beingMeaning : ଏକ ଦିଗ୍ଗଜ
Example :
ଭଦ୍ର ଉତ୍ତର ଦିଗର ଦିଗ୍ଗଜ
Translation in other languages :
An imaginary being of myth or fable.
mythical beingMeaning : ସ୍ବାୟଂଭୁବ ମନ୍ବନ୍ତରର ବିଷ୍ଣୁଙ୍କଠାରୁ ଜନ୍ମିତ ଏକ ପ୍ରକାର ଦେବତା
Example :
ଭଦ୍ରଙ୍କର ବର୍ଣ୍ଣନା ପୁରାଣରେ ମିଳେ
Synonyms : ତୁଷିତ
Translation in other languages :
A deity worshipped by the Hindus.
hindu deityMeaning : ବଳଦେବଙ୍କର ଜଣେ ସହୋଦର ଭାଇ
Example :
ଭଦ୍ରଙ୍କ ବର୍ଣ୍ଣନା ପୁରାଣରେ ମିଳେ
Translation in other languages :
An imaginary being of myth or fable.
mythical beingMeaning : ଉଚ୍ଚ ଆଚାର-ବିଚାର ରଖିବା ଏବଂ ଭଲଲୋକଙ୍କ ସହ ବ୍ୟବହାର କରିବା ଲୋକ
Example :
ରାମ ଜଣେ ଭଦ୍ର ବ୍ୟକ୍ତି
Synonyms : ଶାଳୀନ, ଶିଷ୍ଟ, ଶୀଳ, ସଭ୍ୟ, ସୁଶିକ୍ଷିତ, ସୁଶୀଳ
Translation in other languages :
अच्छे आचरण और शुद्ध आचार-विचारवाला।
प्रभु श्रीराम एक आचारी पुरूष थे।Meaning : ଯିଏ ସମସ୍ତଙ୍କ ସହିତ ଭଲ, ଉଚିତ୍ ଏବଂ ପ୍ରିୟ ବ୍ୟବହାର କରେ
Example :
ସଜ୍ଜନ ବ୍ୟକ୍ତି ସବୁ ପରିବେଶରେ ଅନ୍ୟ ସହିତ ଭଲ ବ୍ୟବହାର କରେ
Translation in other languages :
Having an easygoing and cheerful disposition.
Too good-natured to resent a little criticism.