Meaning : ଭାଙ୍ଗିଯିବାର କ୍ରିୟା ବା ଭାବ
Example :
ଭଙ୍ଗୁର କାରଣରୁ ମୁଁ ମାଟିପାତ୍ର ଜିନିଷକୁ ଯତ୍ନ ସହକାରେ ରଖୁଛି
Translation in other languages :
Meaning : ଯାହା ନଷ୍ଟ ହୋଇଯାଏ
Example :
ଏ ଶରୀର ନଶ୍ୱର
Synonyms : କ୍ଷଣସ୍ଥାୟୀ, ନଶ୍ୱର, ବିନାଶୀ, ମୃତ୍ୟୁଶୀଳ
Translation in other languages :