Meaning : କୌଣସି ଜିନିଷକୁ ନଷ୍ଟ କରିବା ନିମନ୍ତେ ତାକୁ ଭାଙ୍ଗିବା କାମ
Example :
ମଜଦୁରମାନେ ନିଜ ଦାବି ହାସଲ କରିବାପାଇଁ ଭଙ୍ଗାରୁଜା ନୀତି ଆପଣେଇଛନ୍ତିମଜଦୁରମାନେ ନିଜ ଦାବି ହାସଲପାଇଁ ମିଲରେ ଭଙ୍ଗାରୁଜା କଲେ
Synonyms : ଧ୍ୱଂସ
Translation in other languages :
राष्ट्र, शासन, अर्थव्यवस्था, किसी वस्तु आदि को गम्भीर क्षति पहुँचाने या नष्ट करने का कार्य।
मज़दूरों ने अपनी माँग मनवाने के लिए तोड़-फोड़ की नीति अपनाई।A deliberate act of destruction or disruption in which equipment is damaged.
sabotageMeaning : ଭଙ୍ଗାରୁଜା କରିବାର କର୍ମ ବା ଭାବ
Example :
ଗୁଣ୍ଡାମାନେ ଘରେ ଭଙ୍ଗାରୁଜା କରିବା ପରେ ଘର ମାଲିକକୁ ଧମକ ଦେଇ ଚାଲିଗଲେ
Meaning : ଭଙ୍ଗାରୁଜା କରିବା ପ୍ରକ୍ରିୟା
Example :
ମୂର୍ତ୍ତି ଭଙ୍ଗାରୁଜା କରୁଥିବା ଲୋକଙ୍କୁ ପୋଲିସ୍ ଧରି ନେଇଗଲା
Synonyms : ଖଣ୍ଡନ
Translation in other languages :
Meaning : ଯାହା ଭାଙ୍ଗିରୁଜି ଯାଇଛି
Example :
ସେ ଭଙ୍ଗାରୁଜା ଜିନିଷ ମଧ୍ୟ କିଣେ
Synonyms : ଜୀର୍ଣ୍ଣ ଶୀର୍ଣ୍ଣ
Translation in other languages :