Meaning : ଟଙ୍କାପଇସାଆଦି ବଦଳାଇବା
Example :
ଫଳବାଲା ପାଖରେ ପାଞ୍ଚଶହ ଟଙ୍କିଆ ନୋଟର ଖୁଚୁରା ନଥିଲା ଭାଙ୍ଗିଲାନାହିଁ
Synonyms : ଖୁଚୁରାନଥିବା, ବଦଳାଇବା, ଭାଙ୍ଗିବା
Translation in other languages :
Meaning : କାନ୍ଥ,ଘର ଆଦି ଅନ୍ୟ କାହାଦ୍ୱାରା ଭଙ୍ଗାଇବା ବା ଧ୍ୱସ୍ତ କରାଇବା
Example :
ଠିକାଦାର ବଡ଼ ଅଟ୍ଟାଳିକା ଗଢ଼ିବାପାଇଁ ଗରିବମାନଙ୍କର ଘରକୁ ଭଙ୍ଗାଇଦେଲା
Synonyms : ଧ୍ୱଂସ କରାଇବା, ଧ୍ୱସ୍ତ କରାଇବା, ନଷ୍ଟ କରାଇବା, ଭଗ୍ନ କରାଇବା
Translation in other languages :
Meaning : ବଡ଼ ମୁଦ୍ରା ବା ନୋଟକୁ ସେହି ମୂଲ୍ୟର ଛୋଟଛୋଟ ମୁଦ୍ରା ବା ନୋଟରେ ବଦଳାଇବା
Example :
ରହିମ ରିକ୍ସାଭଡ଼ା ଦେବାପାଇଁ ଶହେ ଟଙ୍କା ଭଙ୍ଗାଇଲା
Translation in other languages :
Meaning : ଟଙ୍କା,ନୋଟ ଆଦିକୁ ଛୋଟ ମୁଦ୍ରା ବା ଟଙ୍କାରେ ପରିଣତ କରିବା
Example :
ରିକ୍ସାବାଲାକୁ ପଇସା ଦେବାପାଇଁ ସେ ପାଞ୍ଚଶହ ଟଙ୍କିଆ ନୋଟକୁ ଭଙ୍ଗାଇଲା
Synonyms : ଖୁଚୁରାକରାଇବା, ରେଜାକରାଇବା
Translation in other languages :