Meaning : ଶେଷ କରିବା ବା ରହିବାକୁ ନ ଦେବା
Example :
ସେ ରାମଠାରୁ ନିଜ ସଂପର୍କ ତୁଟାଇଦେଲା ସେ ଚୁକ୍ତି ଭଙ୍ଗ କଲା
Synonyms : ତୁଟାଇବା, ଶେଷ କରିବା, ସମାପ୍ତ କରିବା
Translation in other languages :
खत्म करना या न रहने देना।
उसने राम से अपने रिश्ते तोड़ लिए।