Meaning : କୌଣସି ଭଙ୍ଗାରୁଜା ଅଥବା ଭୁଷୁଡ଼ି ପଡ଼ିଥିବା ଘରର ଅଂଶ
Example :
ଏହା କୌଣସି ମୋଗଲକାଳୀନ ଦୁର୍ଗର ଭଗ୍ନାବଶେଷ
Synonyms : ଖଣ୍ଡିତାଂଶ, ଧ୍ୱଂସାବଶେଷ
Translation in other languages :
Meaning : ଭଙ୍ଗାରୁଜା ବସ୍ତୁ, ଯେପରି ଭୁଷୁଡ଼ି ପଡ଼ିଥିବା ଭବନର ଇଟା,ପଥର ଆଦି ବା ସେଗୁଡ଼ିକର ଗଦା
Example :
ଭଗ୍ନାବଶେଷଭିତରୁ ଦୁଇଟି ଶବ ବାହାର କରାଗଲା
Synonyms : ଭଙ୍ଗାଇଟାପଥରଗଦା
Translation in other languages :