Meaning : ଖଣ୍ଡ ଖଣ୍ଡ କରାଯାଇଥିବା
Example :
ମଜୁରିଆ ଭଗ୍ନ ପାଷାଣକୁ ରାସ୍ତା ଉପରେ ଫୋପାଡ଼ି ଦେଲା
Synonyms : ଭଙ୍ଗା, ଭାଙ୍ଗିଯାଇଥିବା
Translation in other languages :
Physically and forcibly separated into pieces or cracked or split.
A broken mirror.Meaning : ଯାହା ଭାଙ୍ଗି ଯାଇଛି ବା ଖଣ୍ଡ ଖଣ୍ଡ ହୋଇଛି
Example :
ଶିବଙ୍କର ଭଗ୍ନ ଧନୁକୁ ଦେଖିବାକ୍ଷଣି ପର୍ଶୁରାମ ବିଚଳିତ ହୋଇଗଲେ ଭଗ୍ନ ଘରକୁ ମରାମତି କରିବା ଦରକାର
Synonyms : ଖଣ୍ଡିତ, ବିଖଣ୍ଡିତ, ଭଙ୍ଗା
Translation in other languages :
Physically and forcibly separated into pieces or cracked or split.
A broken mirror.