Subscribe
URL of the page has been copied to clipboard.
Meaning : ନିଜ ସ୍ୱାର୍ଥ ପାଇଁ ଯେ ଅନ୍ୟ କାହାରି ସର୍ବନାଶ କରେ
Example : ରକ୍ଷକ ଭକ୍ଷକ ହେଲେ କେହି କିଛି କରିପାରିବ ନାହିଁ
Translation in other languages :हिन्दी
वह जो अपने स्वार्थ के लिए किसी का सर्वनाश करता हो।
Meaning : ଖାଇବା ବାଲା
Example : ବାଘ ଗୋଟିଏ ମାଂସ ଭକ୍ଷୀ ଜନ୍ତୁ
Synonyms : ଖାଦକ, ଭକ୍ଷୀ
खानेवाला।
Meaning : ଭୋଜନ କରୁଥିବା
Example : ସବୁ ଭୋଜନକାରୀ ବ୍ୟକ୍ତିଙ୍କୁ ଖାଦ୍ୟ ପରଶାଯାଇଛି
Synonyms : ଖାଇବାବାଲା, ଭୋଜନକର୍ତ୍ତା, ଭୋଜନକାରୀ
Install App