Meaning : ଖୁବ୍ ବୁଲୁଥିବା କାଠଆଦିର ଗୋଟିଏ ଗୋଲ ଛୋଟ ଖେଳନା
Example :
ପିଲାଟି ଚକ୍ରି ବୁଲାଉଥିଲା
Translation in other languages :
A toy consisting of vanes of colored paper or plastic that is pinned to a stick and spins when it is pointed into the wind.
pinwheel, pinwheel wind collectorMeaning : ଯେଉଁ ଅବସ୍ଥାରେ କେହି ଫାନ୍ଦରେ ପଡ଼ି ଯାଏ ବା ପାଣିରେ ହେଉଥିବା ଭଉଁରୀର ଲାକ୍ଷଣିକ ପ୍ରୟୋଗ
Example :
ପଇସା ଚକ୍କରରେ ପ୍ରତ୍ୟେକ ବ୍ୟକ୍ତି ଫସି ଯାଇଛନ୍ତି
Translation in other languages :
Meaning : ଗାଲରେ ହେଉଥିବା ଗର୍ତ୍ତ(ବିଶେଷକରି ହସିବା ବା କିଛି କହିବା ବେଳେ)
Example :
ପ୍ରୀତି ଜିଣ୍ଟାର ଡିମ୍ପଲ ସୁନ୍ଦର ଲାଗେ
Synonyms : ଡିମ୍ପଲ
Translation in other languages :
Meaning : ଜଳପ୍ରବାହର ଯେଉଁ ସ୍ଥାନରେ ଜଳ ଗୋଟିଏ କେନ୍ଦ୍ରରେ ଚକ୍କର ଖାଇ ବୁଲୁଥାଏ
Example :
ସେ ନଈରେ ଗାଧୋଉଥିବା ସମୟରେ ଭଉଁରୀରେ ପଡ଼ି ବୁଡ଼ିଗଲା
Translation in other languages :