Meaning : ସମୁଦ୍ର ସ୍ତରରେ ରସିରେ ବନ୍ଧାହୋଇ ଚକଚକିଆ ରଙ୍ଗଯୁକ୍ତ ଭାସମାନ ଅବସ୍ଥାରେ ଥିବା ଯେଉଁ ବସ୍ତୁ ସମୁଦ୍ର ଭିତର ବିପଦ ସୂଚନା ଦେବାପାଇଁ ଥାଏ
Example :
ନାବିକ ଦୂରରୁ ହିଁ ଭାସମାନ ସଙ୍କେତ ଦେଖି ତା ଡଙ୍ଗା ମୋଡ଼ିଲା
Synonyms : ଭାସମାନ ସଙ୍କେତ
Translation in other languages :
Bright-colored. A float attached by rope to the seabed to mark channels in a harbor or underwater hazards.
buoy