Meaning : ଯେଉଁ ଜାତିର ସଦସ୍ୟମାନେ କାଠରେ ଜିନିଷଆଦି ତିଆରି କରନ୍ତି
Example :
କ୍ରମେକ୍ରମେ ବଢ଼େଇ ଜାତି ନିଜ ପେଶା ଠାରୁ ଦୂରେଇ ଯାଉଛନ୍ତି
Synonyms : ବଢ଼େଇ ଜାତି, ମହାରଣା, ମାହାରେଣା
Translation in other languages :
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jatiMeaning : କାଠରେ ଦରଜା, ମେଜ, ଚୌକିଆଦି ତିଆରି କରୁଥିବା କାରିଗରଡ଼
Example :
ଜଣେ କୁଶଳ ବଢ଼େଇ ଏହି କବାଟ ତିଆରି କରିଛି
Synonyms : କାଠ କାରିଗର, ମହାରଣା
Translation in other languages :
A woodworker who makes or repairs wooden objects.
carpenter