Meaning : ଭଲ ଭାବରେ ବା ଯାହା ପ୍ରଶଂସାର ଯୋଗ୍ୟ
Example :
ଆଜି ସଚିନ୍ ଭଲ ଖେଳିଲା
Synonyms : ଭଲ
Translation in other languages :
अच्छी तरह से या ऐसा जो प्रशंसा के योग्य हो।
आज सचिन ने अच्छा खेला।Meaning : ଯେଉଁଥିରେ କିଛି ମିଶି ନାହିଁ ବା ଏକଦମ୍ ଭଲ
Example :
ଆଜିକାଲି ବଜାରରେ ଖାଣ୍ଟି ଜିନିଷ ମିଳିବା ମୁସ୍କିଲ୍
Synonyms : ଅବିମିଶ୍ରିତ, ଅମିଶ୍ରିତ, ଅସଲି, ଖାଣ୍ଟି, ବିଶୁଦ୍ଧ, ଶୁଦ୍ଧ
Translation in other languages :
Free of extraneous elements of any kind.
Pure air and water.Meaning : ଦେଖିବାରେ ଭଲ ଏବଂ ସୁନ୍ଦର ଲାଗିବା
Example :
ଆଜିର ପାଗ ବହୁତ ବଢ଼ିଆ
Translation in other languages :
Having great beauty and splendor.
A glorious spring morning.Meaning : ଯାହା ଭଲ ଭାବରେ ପରିଣାମ ରୂପରେ ହୋଇଥାଏ ବା ଆସେ
Example :
ଏହା ଭଲ କଥା ଯେ ମୁଁ ସେଠାରେ ନଥିଲି ଏହା ଭଲ କଥା ଯେ ଆପଣଙ୍କୁ କେହି ଦେଖି ନାହିଁ
Synonyms : ଭଲ
Translation in other languages :
Meaning : ବହୁତ ବଢ଼ିଆ
Example :
ଆପଣ ମୋତେ ବହୁତ ଭଲ ସମ୍ବାଦ ଦେଲେ
Synonyms : ଅତିଉତ୍ତମ, ବହୁତ ଭଲ, ଭଲ
Translation in other languages :
Very good. Of the highest quality.
Made an excellent speech.Meaning : ଯିଏ ଭଲ ବା ଯାହାର ଭଲ ଗୁଣ ଅଛି କିମ୍ବା ଯାହାର କାମଦ୍ୱାରା ଅନ୍ୟର ଭଲ ହୁଏ
Example :
ଦୁନିଆରେ ଭଲ ଲୋକଙ୍କର ଅଭାବ ନାହିଁ
Translation in other languages :
Having desirable or positive qualities especially those suitable for a thing specified.
Good news from the hospital.