Meaning : କୌଣସି ସାଧାରଣ କଥାକୁ ବହୁତ ବଡ଼କରିବା ଅବା କଳି-ତକରାଳର ରୂପଦେବା
Example :
ଆପଣ କଥାକୁ ବଢ଼ାଇଦେଇ ଆମ ଭିତରେ ଝଗଡ଼ା ଲଗାଇଦେଲେ
Translation in other languages :
Meaning : କୌଣସି କାମ ପ୍ରତି ମନ ବଢ଼ାଇବା ବାଲା କଥା, କାମ ଇତ୍ୟାଦି
Example :
ତୁମର ଟେକିବା ଯୋଗୁଁ ହିଁ ଛୁଆମାନେ ଖରାପ ହେଉଛନ୍ତି ତାକୁ ବେଶି ବଢ଼ାଇବାକୁ ଦିଅନ୍ତୁ ନାହିଁ
Synonyms : ଟେକିବା
Meaning : ବାନ୍ଧିକରି ଓ କଟାକଟି କରି ଏକ ବିଶେଷ ଢଙ୍ଗରେ ବଢ଼ିବାପାଇଁ ପ୍ରବୃତ୍ତ କରିବା
Example :
କୃଷକ ପାନ ଲତାଗୁଡ଼ିକ ଅନୁବର୍ଦ୍ଧନ କରୁଛି
Synonyms : ଅନୁବର୍ଦ୍ଧନ କରିବା, ଦାୟିତ୍ୱନେବା, ବର୍ଦ୍ଧିତ କରାଇବା, ରକ୍ଷଣାବେକ୍ଷଣ କରିବା
Translation in other languages :
* बाँधकर और कटाई-छँटाई करके एक विशेष तरीके से बढ़ने में प्रवृत्त करना।
किसान पान की लताओं का अनुवर्धन कर रहा है।Meaning : ଲମ୍ବରେ ବିସ୍ତାର କରିବା
Example :
ସେ ସିଲାଇ ଖୋଲି ତାଙ୍କ କୁର୍ତ୍ତାକୁ ବଢ଼େଇଲେ
Synonyms : ଲମ୍ବାକରିବା
Translation in other languages :
Meaning : ଅଧିକ ପ୍ରବଳ ବା ତୀବ୍ର କରିବ
Example :
ପଙ୍ଖାର ଗତିକୁ ଆଉ ଟିକିଏ ବଢ଼ାଇଦିଅ
Synonyms : ତୀବ୍ର କରିବ
Translation in other languages :
अधिक प्रबल या तीव्र करना।
बहुत गर्मी है, जरा पंखा बढ़ा दीजिए।Meaning : ପରିମାଣରେ ଅଧିକ କରିବା
Example :
ସେ ଭୋଜନର ପରିମାଣ ବଢ଼ାଇଦେଇଛି
Synonyms : ଅଧିକ କରାଇବା, ବର୍ଦ୍ଧିତ କରାଇବା, ବୃଦ୍ଧି କରାଇବା
Translation in other languages :
Meaning : ବଢ଼ାଇବା କାମ ଅନ୍ୟ କାହାଦ୍ୱାରା କରାଇବା
Example :
ରହିମ ଠିକାଦାରକୁ କହି ତା ଘରେ ଏକ କୋଠରି ବଢ଼ାଇଲା
Synonyms : ପ୍ରସାରିତ କରାଇବା, ବର୍ଦ୍ଧିତ କରାଇବା, ବୃଦ୍ଧି କରାଇବା
Translation in other languages :