Meaning : ଗର୍ବରେ ବହୁତ ବଢ଼ିକରି କୁହାଯାଉଥିବା କଥା
Example :
ସେ ଦିନସାରା ନିଜର ବଡ଼ାଇ ଗପୁଥାଏ
Synonyms : ଅହଂକାର, ଅହଙ୍କାର କଥା, ଆତ୍ମଶ୍ଳାଘା, ଗର୍ବ, ବଡ଼ାଇ, ବଡ଼ିମା
Translation in other languages :
Meaning : ନିଜ ସପକ୍ଷରେ ବଢ଼େଇତଢ଼େଇ କହିବା ପ୍ରକ୍ରିୟା
Example :
ଅହଂବାଦରୁ ଦୂରେଇ ରୁହ
Translation in other languages :
स्वयं के बारे में बढ़ा-चढ़ाकर बोलने की क्रिया।
डींग मारने से बचें।