Meaning : ମହାନ୍ ହେବାର ଅବସ୍ଥା ବା ଭାବ
Example :
ହିନ୍ଦୀ ସାହିତ୍ୟରେ ପ୍ରେମ୍ଚାନ୍ଦଙ୍କ ମହାନତାକୁ ଟଳାଇ ହେବନାହିଁ
Synonyms : ଗୁରୁତା, ଗୁରୁତ୍ୱ, ଗୌରବ, ବଡ଼ିମା, ମହତ୍ୱ, ମହାନତା, ମହିମା, ଶ୍ରେଷ୍ଠତ୍ୱ
Translation in other languages :
महान होने की अवस्था या भाव।
हिन्दी साहित्य में प्रेमचन्द की महानता को झुठलाया नहीं जा सकता।The property possessed by something or someone of outstanding importance or eminence.
greatness, illustriousnessMeaning : ମହତ୍ୱ ବଢ଼ିବାର ଭାବ
Example :
ଦେଶର ଗୌରବ ଦେଶବାସୀଙ୍କ ହାତରେ
Synonyms : ଗରିମା, ଗୌରବ, ମର୍ଯ୍ୟାଦା, ମହାତ୍ମ୍ୟ, ମହିମା
Translation in other languages :
The quality of being magnificent or splendid or grand.
For magnificence and personal service there is the Queen's hotel.Meaning : ଯେଉଁଠାରୁ ନିଜର ବଡ଼ପଣ ବା ଟେକର ଉଦ୍ଦେଶ୍ୟ ନେଇ ଆରମ୍ଭ ଏବଂ ଶେଷ ହୋଇଥାଏ
Example :
ମୁଁ ନିଜର ବଡ଼ପଣରୁ କଦାପି ଦୂରକୁ ଯାଉନାହିଁ
Synonyms : ବୁନିୟାଦ
Translation in other languages :