Meaning : ଯେ ବହୁତ ବଡ଼ ବା ଭଲ
Example :
ମହାତ୍ମା ଗାନ୍ଧି ଜଣେ ମହାନ୍ ବ୍ୟକ୍ତି ଥିଲେ
Synonyms : ମହାନ୍, ମୂର୍ଦ୍ଧନ୍ୟ, ଶ୍ରେଷ୍ଠ
Translation in other languages :
Of major significance or importance.
A great work of art.Meaning : ମାତ୍ରା, ଆକାର, ବିସ୍ତାର ଆଦିରେ କାହା ତୁଳନାରେ ଅଧିକ
Example :
ତାଙ୍କ ଘରଟି ମୋ ଘରଠାରୁ ବଡ଼
Translation in other languages :
मात्रा, आकार, विस्तार आदि में किसी की तुलना में अधिक।
मेरा घर बहुत बड़ा है।Meaning : ଜ୍ଞାନଆଦି ଦୃଷ୍ଟିରୁ ଯେ ବହୁତ ବଡ଼
Example :
ଏହି ସମ୍ମିଳନୀରେ କେତେଜଣ ଶ୍ରେଷ୍ଠବିଦ୍ୱାନ ଭାଗ ନେଉଛନ୍ତି ସେ ସଂସ୍କୃତରେ ମହାପଣ୍ଡିତ
Translation in other languages :