Meaning : ଯେଉଁ ସରଳ ରେଖା କୌଣସି ବୃତ୍ତର ଗୋଲାକାର କ୍ଷେତ୍ରର ଠିକ ମଧ୍ୟଦେଇ ଯାଇଥାଏ ଓ ଯାହାର ଦୁଇଟି ମୁଣ୍ଡ ବୃତ୍ତର ପରିଧିସହ ମିଳିତ ହୋଇଥାଏ
Example :
ଏହି ବୃତ୍ତର ବ୍ୟାସ ନିର୍ଣ୍ଣୟ କର
Synonyms : ଡାୟାମିଟର
Translation in other languages :
A straight line connecting the center of a circle with two points on its perimeter (or the center of a sphere with two points on its surface).
diameterMeaning : ଉତ୍ତର ଭାରତର ଏକ ନଦୀ
Example :
ବ୍ୟାସ ନଦୀ ହିମାଳୟରୁ ବାହାରି ଆରବ ଉପସାଗରରେ ଯାଇ ମିଶିଅଛି
Synonyms : ବ୍ୟାସ ନଦୀ
Translation in other languages :
Meaning : ବେଦଗୁଡ଼ିକର ସଂଗ୍ରହ ଏବଂ ସମ୍ପାଦନା କରିଥିବା ଜଣେ ବଡ଼ ଏବଂ ଶ୍ରେଷ୍ଠଋଷି
Example :
ବେଦବ୍ୟାସ ମହାଭାରତକୁ ଲେଖନୀବଦ୍ଧ କରିବାପାଇଁ ଭଗବାନ ଗଣେଶଙ୍କୁ ଆମନ୍ତ୍ରିତ କରିଥିଲେ
Synonyms : କୃଷ୍ଣ ଦୌପାୟନ, ବାଦରାୟଣ, ବେଦବ୍ୟାସ, ବ୍ୟାସଦେବ
Translation in other languages :
A mentor in spiritual and philosophical topics who is renowned for profound wisdom.
sage