Meaning : ଯେଉଁ ଉପକରଣ ରାସାୟନିକ କ୍ରିୟା ଦ୍ୱାରା ବିଜୁଳି ଉତ୍ପନ୍ନ କରେ
Example :
ଏହି ଖେଳନାକୁ ଚଳାଇବା ପାଇଁ ଚାରୋଟି ବ୍ୟାଟେରୀ ଲାଗେ
Synonyms : ସେଲ୍
Translation in other languages :
A device that delivers an electric current as the result of a chemical reaction.
cell, electric cell