Meaning : ବ୍ୟାଙ୍କର ଲକର ଯେଉଁଥିରେ ଲୋକେ କିଛି ଭଡା ଦେଇ ନିଜର ମୂଲ୍ୟବାନ ଜିନିଷପତ୍ର ଆଦି ରଖି ପାରନ୍ତି
Example :
ଶୀଲା ନିଜର ସବୁ ଗହଣା ବ୍ୟାଙ୍କ ଲକରରେ ରଖେ
Synonyms : ଲକର
Translation in other languages :
A storage compartment for clothes and valuables. Usually it has a lock.
cabinet, locker, storage locker