Meaning : ମୁଖ୍ୟତଃ ସୁଧରେ ଟଙ୍କା ଋଣ ଦେବାନେବା କାମ କରୁଥିବା ସଂସ୍ଥା
Example :
ବ୍ୟାଙ୍କରୁ ପାଠପଢା ପାଇଁ ମଧ୍ୟ ଋଣ ମିଳୁଛି
Synonyms : ବ୍ୟାଂକ
Translation in other languages :
A financial institution that accepts deposits and channels the money into lending activities.
He cashed a check at the bank.Meaning : ଯେଉଁ ସ୍ଥାନରେ ସୁଧ ପାଇବାପାଇଁ ଟଙ୍କା ଜମା କରାଯାଏ ଏବଂ ଋଣ ମଧ୍ୟ ନିଆଯାଏ
Example :
ସେ ବ୍ୟାଙ୍କରେ ଦଶ ହଜାର ଟଙ୍କା ଜମା କଲେ
Translation in other languages :
A building in which the business of banking transacted.
The bank is on the corner of Nassau and Witherspoon.