Subscribe
URL of the page has been copied to clipboard.
Meaning : କନାରେ ତିଆରି ଏକ ପ୍ରକାରର ପାତ୍ର ଯେଉଁଥିରେ ଜିନିଷ ରଖାଯାଏ
Example : ଥଳି କଣା ହୋଇଥିବାରୁ କିଛି ଜିନିଷ ରାସ୍ତାରେ ହିଁ ଗଳି ପଡ଼ିଲା
Synonyms : ଝୋଲା, ଥଳି, ମୁଣି
Translation in other languages :हिन्दी English
कपड़े आदि का बना हुआ एक प्रकार का पात्र जिसमें चीज़ें रखी जाती हैं।
A flexible container with a single opening.
Meaning : ବସ୍ତାରେ ରଖାଯାଇଥିବା ବସ୍ତୁ
Example : ସେ ବିଦ୍ୟାଳୟରୁ ଘରକୁ ଆସିବାକ୍ଷଣି ବସ୍ତାନିକୁ ଖେଳେଇଦେଲା
Synonyms : ବସ୍ତାନି
Translation in other languages :हिन्दी
बस्ते में रखी हुई वस्तुएँ।
Install App